କେନ୍ଦୁଝର ଜୁଆଙ୍ଗ ଜନଜାତିର ବିକାଶରେ ସମର୍ପିତ ଶର୍ମିଷ୍ଠା ମହାନ୍ତିଙ୍କ ଜୀବନ । ବାଲ୍ୟ ବିବାହ ଏବଂ ମଦ୍ୟପାନ ବିରୋଧୀ ଅଭିଯାନ ସହିତ ପରିବେଶ ସୁରକ୍ଷା ପାଇଁ ଲଗାଇଲେଣି 800000 ଗଛ ।