Surprise Me!

ବିଳାସପୁରରେ ମାଲବାହୀ ଟ୍ରେନ୍ କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, 4 ମୃତ, ଅନେକ ଆହତ ସୂଚନା

2025-11-04 3 Dailymotion

ଛତିଶଗଡ଼ ବିଳାସପୁରରେ ଏକ ଯାତ୍ରୀବାହୀ ଟ୍ରେନ୍, ଟ୍ରାକ୍ ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ କୁ ଧକ୍କା ଦେଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।